https://kanaknews.com/breakingnews/%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0-%e0%ac%98%e0%ac%b0%e0%ad%8b%e0%ac%87-%e0%ac%b9%e0%ac%b8%e0%ad%8d%e0%ac%aa%e0%ac%bf%e0%ac%9f%e0%ac%be%e0%ac%b2%e0%ac%b0%e0%ad%87/
ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଟିକାଦାନ : ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ ହେଉଛି କରୋନା ଟିକା କରଣ; କେବଳ କୋଇନ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ୨୫୦ ଟଙ୍କାରେ ଟିକା ନେଉଛନ୍ତି ବୟସ୍କ